Hyderabad: ହାଇଦ୍ରାବାଦରେ ଡିମ୍ବାଣୁ ଦାନ ରୢାକେଟ୍‌ର ପର୍ଦ୍ଦାଫାସ: ଗରିବ ମହିଳାଙ୍କୁ ୨୦ ହଜାର ଟଙ୍କା ମିଳିବାର ପ୍ରଲୋଭନ
Society Sambad about 4 hours ago

Hyderabad: ହାଇଦ୍ରାବାଦରେ ଡିମ୍ବାଣୁ ଦାନ ରୢାକେଟ୍‌ର ପର୍ଦ୍ଦାଫାସ: ଗରିବ ମହିଳାଙ୍କୁ ୨୦ ହଜାର ଟଙ୍କା ମିଳିବାର ପ୍ରଲୋଭନ

Writing the AI summary…

ଅର୍ଥାଭାବରେ ଥିବା ମହିଳାଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଡିମ୍ବାଣୁ ଦାନ ପ୍ରକ୍ରିୟାରେ ସାମିଲ କରୁଥିବା ଏକ ଆନ୍ତଃରାଜ୍ୟ ରୢାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ତେଲେଙ୍ଗାନା ପୁଲିସ। ଏହି ଘଟଣାରେ ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୪୩ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି।

2 free AI summaries left today
Read Full Article at Sambad

0 comments

Sign in to join the conversation.