Ranji match: ପ୍ରଥମ ଦିନ ୨୫ ଓଭର ଖେଳ, ୧୫ ରନ୍ରେ ଝାଡ଼ଖଣ୍ଡର ୩ ୱିକେଟ୍ : ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ମୁକାବିଲା
Writing the AI summary…
ମାତ୍ର କିଛି ଦିନ ପରେ ଆନ୍ଧ୍ର-ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ଆଉ ଏକ ଘୂର୍ଣ୍ଣିଝଡ଼ ‘ମୁରାସୁ’ର ପ୍ରଭାବ ରବିବାରଠାରୁ ଆରମ୍ଭ ହୋଇଥିବା ଓଡ଼ିଶା-ଝାଡ଼ଖଣ୍ଡ ମ୍ୟାଚ୍ର ପ୍ରଥମ ଦିନରୁ ଦେଖିବାକୁ ମିଳିଛି।
2 free AI summaries left today
0 comments