Olympics: ଧିନିଧୀ ଯୁବ ଅଲିମ୍ପିକ୍ସ ଫାଇନାଲ୍‌ରେ
Sports Sambad about 3 hours ago

Olympics: ଧିନିଧୀ ଯୁବ ଅଲିମ୍ପିକ୍ସ ଫାଇନାଲ୍‌ରେ

Writing the AI summary…

ସେନେଗାଲ୍‌ର ଡାକାରରେ ଚାଲିଥିବା ଯୁବ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ଯୁବ ତାରକା ଧିନିଧୀ ଡେସିିଙ୍ଗୁ। ପ୍ରଥମ ଭାରତୀୟ ସନ୍ତରିକା ଭାବେ ଧିନିଧୀ ୧୦୦ ମିଟର୍‌ ମହିଳା ଫ୍ରିଷ୍ଟାଇଲ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

2 free AI summaries left today
Read Full Article at Sambad

0 comments

Sign in to join the conversation.