ବିନା ଛକାରେ ୧୬୭ ରନ୍ର ବିସ୍ଫୋରକ ଇନିଂସ ଖେଳିଲେ ଏହି ବ୍ୟାଟ୍ର୍: ହାସଲ କଲେ ବିରଳ ରେକର୍ଡ
Writing the AI summary…
ଲାହୋର,୩୦।୧୦: ଇଂଲଣ୍ଡର ଷ୍ଟାର୍ ଓପନର୍ ବେନ ଡକେଟଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ଦମ୍ଦାର ଇନିଂସ। ପାକିସ୍ତାନ ଆୟୋଜିତ ଦିନିକିଆ ଟ୍ରାଇ ସିରିଜ୍ରେ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚ୍ରେ ଡକେଟ ୧୬୭ ରନ୍ର ଚମତ୍କାର ପାଳି ଖେଳିଛନ୍ତି।
2 free AI summaries left today
0 comments