Uma Kashwi: ୧୫ ବର୍ଷ ବୟସରେ ଇତିହାସ ରଚିଲେ ଉମା କାଶ୍ୱୀ: WPLରେ ସାମିଲ ହେବାରେ ସବୁଠୁ କମ ବୟସର ଖେଳାଳି
Writing the AI summary…
ଓମେନ୍ସ ପ୍ରିମିୟର ଲିଗ ୨୦୨୭ ପାଇଁ ଅନୁଷ୍ଠିତ ମିନି ଅକ୍ସନରେ କର୍ଣ୍ଣାଟକର ଯୁବ ଅଲରାଉଣ୍ଡର ଉମା କାଶ୍ୱୀ ଏକ ବଡ଼ ଇତିହାସ ରଚିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୦ ଲକ୍ଷ ଟଙ୍କାର ମୂଳ ମୂଲ୍ୟ ଦେଇ କିଣିଛି।
2 free AI summaries left today
0 comments