ରାତି ୧୦ଟାରେ ‘ମା’ ଗୃହ’ରେ ପହଞ୍ଚିଲେ ଥାନା ଅଧିକାରୀ, ଗର୍ଭବତୀ-ନବଜାତ ଶିଶୁଙ୍କ ବୁଝିଲେ ସ୍ଥିତି
Writing the AI summary…
ଗୁଡ଼ାରି,୨୭।୧୦(ପ୍ରମୋଦ କୁମାର ପତି) : ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଗୁଡ଼ାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ପରିସରରେ ଥିବା ‘ମା’ ଗୃହ’ରେ ବ୍ଲକର ବିଭିନ୍ନ ଗ୍ରାମରୁ ୨୦ ଜଣ ଗର୍ଭବତୀ ମହିଳାଙ୍କୁ ଆଣି ସୁରକ୍ଷିତ ଭାବେ ରଖାଯାଇଛି
2 free AI summaries left today
0 comments