FIFA U-15 World Cup: ଫିଫା ୧୫ ବର୍ଷରୁ କମ୍ ବିଶ୍ବକପ୍: ବିଜୟରୁ ଭାରତର ଅଭିଯାନ, ଲାଓସ୍କୁ ୪-୨ରେ ହରାଇଲା
Writing the AI summary…
Categories : ଖେଳ ଆଜରବୈଜାନ୍ରେ ଚାଲିଥିବା ଫିଫା ୧୫ ବର୍ଷରୁ କମ୍ ବିଶ୍ବକପ୍ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ମ୍ୟାଚ୍ରେ ଭାରତ ୪-୨ ଗୋଲ୍ରେ ଲାଓସ୍କୁ ମାତ୍ ଦେଇଛି।
✨ Skip the long read: sign in for a short AI summary — 2 free every day.
0 comments