ଜାଭେଲିନରେ ଭାରତକୁ ସ୍ବର୍ଣ୍ଣ , ମାତ୍ର ୯ ସେଣ୍ଟିମିଟର ବ୍ୟବଧାନରେ ରିଙ୍କୁ ରଚିଲେ ଇତିହାସ! 6:59 pmOctober 19, 2026October 19, 2026 / 04
Writing the AI summary…
ନୂଆଦିଲ୍ଲୀ, ୧୯।୧୦: ଜାପାନର ନାଗୋୟାରେ ଚାଲିଥିବା ୨୦୨୬ ଏସୀୟ ପାରା କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ସୋମବାର, ଅକ୍ଟୋବର ୧୯ ତାରିଖରେ ପୁରୁଷ ଜାଭେଲିନ ଥ୍ରୋ F46 ଇଭେଣ୍ଟରେ ଭାରତର ରିଙ୍କୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହ
✨ Skip the long read: sign in for a short AI summary — 2 free every day.
0 comments